Template:OR/Oriya Main Page - Random Audio Clips from Srila Prabhupada
| OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
| "ବୈଦିକ ସାହିତ୍ୟ ଅନୁଯାୟୀ ମାନବ ସମାଜର ଚାରୋଟି ବିଭାଜନ ଅଛି: ବ୍ରହ୍ମଚାରି, ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ। ବ୍ରହ୍ମଚାରିର ଅର୍ଥ ହେଉଛି ଛାତ୍ର ଜୀବନ, ଅଧିକ କିମ୍ବା କମ, ଛାତ୍ର ଜୀବନ। ଏବଂ ବାନପ୍ରସ୍ଥ ଅର୍ଥ ଅବସରପ୍ରାପ୍ତ ଜୀବନ। ଏବଂ ସନ୍ନ୍ୟାସର ଅର୍ଥ ହେଉଛି ସନ୍ୟାସ ଆଶ୍ରମ । ସାଂସାରିକ କାର୍ଯ୍ୟକଳାପ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତେଣୁ ଏଗୁଡିକ ମାନବ ସାମାଜିକ ବ୍ୟବସ୍ଥାର ଚାରୋଟି ଭିନ୍ନ ପର୍ଯ୍ୟାୟ । " |
| 660812 - ପ୍ରବଚନ BG 04.24-34 - ନିୟୁର୍କ |
Random ND Box for Master Main Page with audio and Quotes
Place this code on a page:
{{OR/Oriya Main Page - Random Audio Clips from Srila Prabhupada}}